ଛେପ ପକାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ମୁଁହରୁ ଥୁକ ବାହାରକୁ ଫିଙ୍ଗିବା — To spit.

[ଦ୍ରଷ୍ଟବ୍ୟ —କେହି ଅସ୍ପୃଶ୍ୟ ଜାତି ବା ଶୂଦ୍ର ଉଚ୍ଚଜାତୀୟ ବ୍ୟକ୍ତିର ଉପରେ ଛେପ ପକାଇଲେ ଯାହା ଉପରେ ଛେପ ପଡ଼େ ସେ ଅଜାତିଆ ବା ଅଶୁଦ୍ଧ ହୋଇ ଯାଏ]