ଛେନାବଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଛେନାମଣ୍ଡା, ଛେନାମାଣ୍ଡୁଅଅନ୍ୟରୂପ

ଦେଶଜ - ବି—(ସଂସ୍କୃତ - ଛିନ୍ନ+ବଟକ) ସମ୍ପାଦନା

ଗୁଡ଼ରେ ପକ୍ୱ ଛେନାରେ ପିଠା; ମିଷ୍ଟାନ୍ନ ବିଶେଷ — Cheese cake.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଘଷି; ଶୁଷ୍କ ଗୋମୟ — Dried cowdung-cakes.