ଛେନା
ଛେନା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ସନ୍ତାନିକା=ଦୂଧସର, ସଂସ୍କୃତ - ଚ୍ଛିନ୍ନ; ସଂସ୍କୃତ - ନାମ ଅମିକ୍ଷା)
ସମ୍ପାଦନା- ୧. ଦଧି ଓ ଦୁଗ୍ଧରୁ ଅଗ୍ନିସଂଯୋଗରେ ବା ଅମ୍ଳରସଯୋଗେ ଯେଉଁ ପିଣ୍ଡ ବାହାରେ; ଅମିକ୍ଷା; ପନୀର —୧. Posset; cheese; curd.
[ଦ୍ରଷ୍ଟବ୍ୟ —ଦୂଧ ଛିଣ୍ଡିଗଲେ ଛେନା ହୁଏ, ଦହି ନିଆଁରେ ବସିଲେ ଛେନା ହୁଏ;୧ମକୁ ଦୁଧଛେନା ଓ ୨ୟକୁ ଦହିଛେନା କହନ୍ତି]
- ୨. (ବିରକ୍ତିରେ ବ୍ୟବହୃତ ଶବ୍ଦ)—କିଛି ନାହିଁ — ୨. (a term used in displeasure) Nothing.
(ଯଥା—ମୁଁ ପୁଅ ପିଛା ଶହ ଶହ ଖରଚ କଲି, ସେ ଛେନାଟା ପଢିଲା)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ହିନ୍ଦୀ - ଛେନା)
ସମ୍ପାଦନା- ୧. ଘସି —୧. Dry cowdung-cakes (used as fuel)
- ୨. ପାଉଁଶ —୨. Ashes.