ଛେନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସନ୍ତାନିକା=ଦୂଧସର, ସଂସ୍କୃତ - ଚ୍ଛିନ୍ନ; ସଂସ୍କୃତ - ନାମ ଅମିକ୍ଷା) ସମ୍ପାଦନା

୧. ଦଧି ଓ ଦୁଗ୍ଧରୁ ଅଗ୍ନିସଂଯୋଗରେ ବା ଅମ୍ଳରସଯୋଗେ ଯେଉଁ ପିଣ୍ଡ ବାହାରେ; ଅମିକ୍ଷା; ପନୀର —୧. Posset; cheese; curd.

[ଦ୍ରଷ୍ଟବ୍ୟ —ଦୂଧ ଛିଣ୍ଡିଗଲେ ଛେନା ହୁଏ, ଦହି ନିଆଁରେ ବସିଲେ ଛେନା ହୁଏ;୧ମକୁ ଦୁଧଛେନା ଓ ୨ୟକୁ ଦହିଛେନା କହନ୍ତି]

୨. (ବିରକ୍ତିରେ ବ୍ୟବହୃତ ଶବ୍ଦ)—କିଛି ନାହିଁ — ୨. (a term used in displeasure) Nothing.

(ଯଥା—ମୁଁ ପୁଅ ପିଛା ଶହ ଶହ ଖରଚ କଲି, ସେ ଛେନାଟା ପଢିଲା)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ହିନ୍ଦୀ - ଛେନା) ସମ୍ପାଦନା

୧. ଘସି —୧. Dry cowdung-cakes (used as fuel)
୨. ପାଉଁଶ —୨. Ashes.