ଛେଦାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଛେଦାଇବା—ଅନ୍ୟରୁପ)

ଦେଶଜ - କ୍ରି. (ସଂସ୍କୃତ - ଛିଦ୍ ଧାତୁ ଣିଚ ଛେଦି ଧାତୁ ସମ୍ପାଦନା

ଛେଦିବାର ଣିଜନ୍ତରୁପ — Causative of Chhedibā

ସହସ୍ର ଚାରି ଘୋଡ଼ା ଶକୁନି ଛେଦାଇ ଭାନିଲେ ଛ ସହସ୍ର ଘେନି ନରସାଇ କୃଷ୍ଣସିଂହ. ମହାଭାରତ. ଶଲ୍ୟ