ଛେଣିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଛେଣି ନେବା—ଅନ୍ୟରୂପ)

ପ୍ରାଦେଶିକ - (ସିଂହଭୂମ) କ୍ରି. (ତୁଳ. ହିନ୍ଦୀ - ଛିନ୍ନା=ଜବରଦସ୍ତି ଛଡ଼ାଇ ନେବା) ସମ୍ପାଦନା

ହାତ ପତାଇ ଉପରୁ ପଡ଼ିବା ଜିନିଷକୁ ଧରି ପକାଇବା —To catch hold of a thing (e.g. a ball) by holding out the palm to catch it.

(ଯଥା—ଦୂରରୁ ଫିଙ୍ଗା ଯିବା ବଲ୍କୁ ଛେଣିବା)