ଛେଡ଼ା ଘାସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଏକପ୍ରକାର ଘାସ — A kind of grass.

[ଦ୍ରଷ୍ଟବ୍ୟ —ଏହା ଉଚ୍ଚରେ ପ୍ରାୟ ୧ହାତ ହୁଏ, ଏହାର କାଣ୍ଡ ବାଉଁଶ କଣି ପରି ମୋଟ, ଏହା ପାଣିରେ ଓ ପାଣିକୁଳେ ଜନ୍ମ ତୁଳ. ହିନ୍ଦୀ - ଛେଡ଼ାର ଅର୍ଥ ଦଉଡ଼ି, ବୋଧହୁଏ ଏ ଘାସରୁ ଦଉଡ଼ି ବଳା ହେଉଥିବାରୁ ଏହି ନାମ]