ଛେ
ଛେ
ଉଚ୍ଚାରଣ
ସମ୍ପାଦନାଦେଶଜ - ଅ
ସମ୍ପାଦନା(ଅସୂୟାର୍ଥକ ଅବ୍ୟୟ) ଛି! — (interjection) Fie !
ପ୍ରାଦେଶିକ - (ଭତ୍ରି ଭାଖା) ବିଶେଷ୍ୟ -
ସମ୍ପାଦନାଛଅ; ୬ —The number ୬.
ପ୍ରାଦେଶିକ - (ସମ୍ୱଲପୁର) ପ୍ରତ୍ୟୟ
ସମ୍ପାଦନାବର୍ତ୍ତମାନକାଳ ୩ୟ ପୁରୁଷ ଏକ ବଚନର କ୍ରିୟାରେ ଲାଗେ —An affix or inflection to verbs in the present tense ୩rd person singular.
(ଯଥା—ଯାଉଛେ= ଯାଉଛି, ଅଛେ= ଅଛି)