ଛୁରି
ଛୁରି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଛୁର୍ ଧାତୁ+ କରଣ. ଇ) ସମ୍ପାଦନା
- ୧. କାଟିବାର କ୍ଷୁଦ୍ର ଅସ୍ତ୍ର; ଅସିପୁତ୍ରୀ —୧. Knife.
- ୨. (+ କର୍ମ. ଇ) ବନ୍ଧ୍ୟା ଗୋରୁ —୨. A barren cow.
ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ) ସମ୍ପାଦନା
ଦାଢୁଆ ଛୁରି ପରି ଯନ୍ତ୍ରଣାଦାୟକ — A thing as painful as a sharp knife.
ଛଟା କାହା କଟାକ୍ଷର ଛୁରି ହେଲା କି ବକ୍ଷର କବିସୂର୍ଯ୍ୟ, କିଶୋରୀଚମ୍ପୁ ଛ ଗୀତ