ଛୁତ ଦେବା
ଗାଈ ବା ବଳଦ ବିକ୍ରି କରିବା ବେଳେ, ବିକ୍ରେତା କ୍ରୋତାକୁ ଟିକିଏ ମାଟି— ଗୋବର ଓ କେରାଏ ଦୁବ ଘାସ ଦେବା —To hand over a bit of earth mixed with cowdung and a bunch of grass to the purchaser at the time of delivery of the head of cattle sold.