ଛୁତିଆ

ଉଚ୍ଚାରଣ

ସମ୍ପାଦନା

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - (ଢୁଳ ହିନ୍ଦୀ - ଛୁତିହା= ଅଶୁଚି ବ୍ୟକ୍ତିର ସ୍ପର୍ଶଜନିତ ଅଶୁଦ୍ଧ ପାତ୍ର; ଅସ୍ପୃଶ୍ୟ)

ସମ୍ପାଦନା

ଛୁଆଁ; ସ୍ପର୍ଶଜନିତ ଅଶୁଦ୍ଧି —Impurity due to touch; contamination by touch.

ବିଶେଷଣ -

ସମ୍ପାଦନା
୧. ଅସ୍ପୃଶ୍ୟ ବ୍ୟକ୍ତି ଛୁଇଁ ପକାଇବା ବା ଖାଇବା ଯୋଗୁଁ ଅଶୁଦ୍ଧ ହୋଇଥାଏ (ପାତ୍ର) —୧. (utensil) Contaminated by the touch of or by being used by an untouchable person.
୨. ଅସ୍ପୃଶ୍ୟ —୨. Untouchable.