ଛୁତି
ଛୁତି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ପୃଶ ଧାତୁ)
ସମ୍ପାଦନା- ୧. ସ୍ପର୍ଶଜନିତ ଅପବିତ୍ରତା; ସ୍ପର୍ଶ— ସଂକ୍ରାମକତା —୧. Contamination or impurity caused by touch.
(ଯଥା—ସେ ଛୁଆଁ ଛୁତି ନେଇ ଘରେ ପୂରାଉଛି)
- ୨. କଳଙ୍କ; ଅପବାଦ —୨. Stain; scandal.
- ୩. ଅଳିଆ; ଆବର୍ଜନା —୩. Refuse matter.
- ୪. ଦାୟିତ୍ୱ —୪. Responsibility.
- ୫. ସଂପର୍କ —୫. Connection.
(ଯଥା—ସେ ନିଜମୁଣ୍ଡରୁ ସବୁ ଛୁତି ଛଡ଼େଇ ଦେଇ ବସିଛନ୍ତି)
- ୬. ଛୁଇଁବା ଯୋଗୁଁ ରୋଗୀର ଦେହରୁ ଦେହାନ୍ତରକୁ ରୋଗଜୀବର ସଂକ୍ତମଣ —୬. Communication of the virus of a disease by contagion; contagion.