ଛୁଟଛୁଟୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଛୁଟୁରୁଛୁଟୁରୁ—ଅନ୍ୟରୂପ)

  • (file)
  • (file)

ଦେଶଜ - କ୍ରି. ବିଶେଷଣ -(ଧ୍ୱନ୍ୟନୁକାରୀ) ସମ୍ପାଦନା

ଛୁଟ୍ଛୁଟ୍ (ଦେଖ) - Chhuṭ-chhuṭ (See)

[ ଦ୍ର—ଛଟଛଟ ଅପେକ୍ଷା ଛୁଟୁଛୁଟୁ କ୍ଷୁଦ୍ରତାବ୍ୟଞ୍ଜକ; ଯଥା;—ଘୋଡ଼ାଟା ଛଟଛଟ ହୋଇ ମରିଗଲା, ଶିଶୁ ଗୁଡ଼ିକ ଛୁଟୁଛୁଟୁ ହୋଇ ମରିଗଲେ]