ଛୁଙ୍କ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବି—(ଧ୍ୱନ୍ୟନୁକାରୀ ଶବ୍ଦ) ସମ୍ପାଦନା

୧. ତିଅଣ ଆଦି ବଘାରିବା; ବଘରା —୧. Frying of seasoning the already boiled curry with a little oil or ghee and spices.
୨. ତିଅଣ ଆଦି ଘିଅ ଓ ମସଲାଦ୍ୱାରା ବଘାରିବାର ବାସନା — ୨. The smell issuing during the operation of frying boiled curry with oil or ghee.