ଛୁଇଁବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. (ସଂସ୍କୃତ - ଛୁପ୍ ଧାତୁ; ତୁଳ=ପାଲି. ଛୃପ୍ପ) ସ୍ପର୍ଶ କରିବା —୧. To touch; to come in contact with.

ବିବାହ ନିର୍ବାହେ କେ ଚରଣ ଛୁଇଁ ଉତ୍ତର କଲେ ରାଘବ— ଉପେନ୍ଦ୍ର ଭଞ୍ଜ. ବୈଦେହୀଶବିଳାସ

୨. (ସଂସ୍କୃତ - ଛଦ ଧାତୁ) ଛପର କରିବା — ୨. To thatch.