ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଛୁଇଁବା
ଭାଷା
ଦେଖିବେ
ସମ୍ପାଦନା
ଛୁଇଁବା
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - କ୍ରିୟାପଦ -
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Chhuiñbā
ଆଇ.ପି.ଏ.
— tʃʰuˈĩba
ଅନୁବାଦ
ସମ୍ପାଦନା
ଛୁଇଁବା
ବଙ୍ଗାଳୀ:
ছোঁয়া
,
ছুঁআ
ହିନ୍ଦୀ:
छुना
ଦେଶଜ - କ୍ରିୟାପଦ -
ସମ୍ପାଦନା
୧. (ସଂସ୍କୃତ - ଛୁପ୍ ଧାତୁ; ତୁଳ=ପାଲି. ଛୃପ୍ପ) ସ୍ପର୍ଶ କରିବା —୧. To touch; to come in contact with.
ବିବାହ ନିର୍ବାହେ କେ ଚରଣ ଛୁଇଁ ଉତ୍ତର କଲେ ରାଘବ— ଉପେନ୍ଦ୍ର ଭଞ୍ଜ. ବୈଦେହୀଶବିଳାସ
୨. (ସଂସ୍କୃତ - ଛଦ ଧାତୁ) ଛପର କରିବା — ୨. To thatch.