ଛିନାଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଛିନାଲି—ଅନ୍ୟରୂପ)

ପ୍ରାଦେଶିକ - (ମେଦିନୀପୁର; ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

୧. ଛିଣ୍ଡାଳପଣିଆଁ — ୧. Coquettishness; jilting; conquetry.
୨. ବେଧ; ସ୍ତ୍ରୀର ବ୍ୟଭିଚାର — ୨. Adultery (in the case of a woman).
୩. (ସ୍ତ୍ରୀ) ଛିଣ୍ଡାଳ (ଦେଖ) - ୩. Chhiṇḍāḻa (See)