ଛିଣ୍ଡାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଛିନ୍ନା; ତୁଳ; ପ୍ରା. ଛିନ୍ନଳିୟା= ବେଶ୍ୟା) ସମ୍ପାଦନା

ବ୍ୟଭିଚାରିଣୀ ସ୍ତ୍ରୀ; ନଷ୍ଟଟଚରିତା ସ୍ତ୍ରୀ — Adulteress; harlot; coquette.


ଦେଶଜ - ବିଶେଷଣ - (ସ୍ତ୍ରୀ) ସମ୍ପାଦନା

ପରପୁରୁଷଗାମିନୀ; ନଷ୍ଟା — Dissolute (woman); coquettish.