ଛିଡ଼ାଛିଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ସ୍ଥାନେ ସ୍ଥାନେ ଠିଆ ହୋଇଥିବା — ୧. Standing here and standing there; protruding perpeniculary at several places.
୨. କାର୍ଯ୍ୟ କରିବାକୁ ଅନିଚ୍ଛୁକ — ୨. Unwilling to work.

ଦେଶଜ - କ୍ରି. ବିଶେଷଣ - ସମ୍ପାଦନା

ଠିଆ ହୋଇଥିବା ଅବସ୍ଥାରେ — While standing.

(ଯଥା—ସେ ଛିଡ଼ାଛିଡ଼ା ପାଣି ପିଇ ଦେଲା)