ଛିଞ୍ଚାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଛିଞ୍ଚେଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ସିଚ ଧାତୁ ଣିଜନ୍ତ) ସମ୍ପାଦନା

(ଛିଞ୍ଚିବାର ଣିଜନ୍ତରୂପ) — (Causative of Chhin̄chibā)

ଅନ୍ୟଦ୍ୱାରା ଜଳ ସେଚନ କରାଇବା — To cause water etc to be sprinkled.