ଛିଙ୍କାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଛିଙ୍କେଇବା—ଅନ୍ୟରୂପ)

ଦେଶଜ - କ୍ରି. ସମ୍ପାଦନା

(ଛିଙ୍କିବାର ଣିଜନ୍ତ ରୂପ) କୌଣସି ବ୍ୟକ୍ତିକୁ ନାସ ଶୁଙ୍ଘାଇ ବା ତା ନାକରେ ସୂକ୍ଷ୍ମ କାଠି ଆଦି ଭରତି କରିବାଦ୍ୱାରା ସେ ଛିଙ୍କବାର ଉପାୟ କରିବା — (Causative of Chhiṅkibā) To cause a person to sneeze.