ଛି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଛିଃ; ଛିଃ ଛିଃ; ଛିଆ; ଛିଇ; ଛି ଛି—ଅନ୍ୟରୂପ)

ସଂସ୍କୃତ - ଅ. (ସଂସ୍କୃତ - ଧିକ୍) ସମ୍ପାଦନା

ଘୃଣା; ନିନ୍ଦା; ବାରଣ ଏବଂ ଲଜ୍ଜାସୂଚକ ଅବ୍ୟୟ; ଧିକ୍ —Foe ! tut, tut ! shame.

ଛି ଲୋ ଛତୁ, ମେଘ ବରଷିଲେ କେତେ ତୁ ମାତୁ—ଓଡ଼ିଶା ପ୍ରବଚନ