ଛି
(ଛିଃ; ଛିଃ ଛିଃ; ଛିଆ; ଛିଇ; ଛି ଛି—ଅନ୍ୟରୂପ)
ଘୃଣା; ନିନ୍ଦା; ବାରଣ ଏବଂ ଲଜ୍ଜାସୂଚକ ଅବ୍ୟୟ; ଧିକ୍ —Foe ! tut, tut ! shame.
ଛି ଲୋ ଛତୁ, ମେଘ ବରଷିଲେ କେତେ ତୁ ମାତୁ—ଓଡ଼ିଶା ପ୍ରବଚନ