ଛାଲ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଲ୍ଲୀ)

ସମ୍ପାଦନା
୧. ଚର୍ମ; ଚମଡ଼ା —୧. Skin; hide.

ତେଲି ଶାଳେ ଛେଳି ଛାଲ ଢାଉଁ ଢାଉଁ ବାଜଇ ଶିଶୁବଚନ

୨. ଚର୍ମ ଉପରର ପତଳା ଆଚ୍ଛାଦନ; ମଳିଚମ — ୨. Fpidermis.
୩. ଖୋଳପା; ଫଳର ଚୋପା — ୩. Rind or peel of a fruit.
୪. ଗଛର ପଳ୍କଳ; ବକଳା — ୪. Bark of a tree.
୫. ମୃଗ ଚର୍ମ — ୫. Deer skin; hide of a deer.
୬. ବ୍ୟାଘ୍ର ଚର୍ମ —୬. Hide of a tiger.
୭. ଯେ କୌଣସି ପଶୁ ବା ଜୀବର ଚମ — ୭. The hide of any beast or animal.

[[]] ୮ ଛାଲି ]] ୨ (ଦେଖ) - ୮. Chhāli ୨ (See)