ଛାଲ
ଛାଲ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଲ୍ଲୀ)
ସମ୍ପାଦନା- ୧. ଚର୍ମ; ଚମଡ଼ା —୧. Skin; hide.
ତେଲି ଶାଳେ ଛେଳି ଛାଲ ଢାଉଁ ଢାଉଁ ବାଜଇ ଶିଶୁବଚନ
- ୨. ଚର୍ମ ଉପରର ପତଳା ଆଚ୍ଛାଦନ; ମଳିଚମ — ୨. Fpidermis.
- ୩. ଖୋଳପା; ଫଳର ଚୋପା — ୩. Rind or peel of a fruit.
- ୪. ଗଛର ପଳ୍କଳ; ବକଳା — ୪. Bark of a tree.
- ୫. ମୃଗ ଚର୍ମ — ୫. Deer skin; hide of a deer.
- ୬. ବ୍ୟାଘ୍ର ଚର୍ମ —୬. Hide of a tiger.
- ୭. ଯେ କୌଣସି ପଶୁ ବା ଜୀବର ଚମ — ୭. The hide of any beast or animal.
[[]] ୮ ଛାଲି ]] ୨ (ଦେଖ) - ୮. Chhāli ୨ (See)