ଛାମୁଖୁଣ୍ଟିଆ ସେବକ

ଛାମୁଖୁଣ୍ଟିଆ ସେବକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ସେବକ— ବିଶେଷ

[ ଦ୍ର—ଏମାନେ ପ୍ରତ୍ୟହ ଫୁଲ, କରପଲ୍ଲବ ଇତ୍ୟାଦି ଆଣି ସରଘରେ ସାଇତି ରଖନ୍ତି; ଅବକାଶବେଳକୁ ସିଂହାରିମାନଙ୍କୁ ହକାରି ଆଣନ୍ତି ଏବଂ ଅଣସରଦ୍ୱାର ଜଗନ୍ତି ଜଗବନ୍ଧୁ—ପ୍ରଚୀନ ଉତ୍କଳ]