ଛାମୁ
ଛାମୁ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ସମ୍ମୁଖ)
ସମ୍ପାଦନା- ୧. ସମ୍ମୁଖ — ୧. Front side.
- ୨. ନୈକଟ୍ୟ —୨. Nearness; proximity.
- ୩. (୩ୟ ପୁରୁଷ) ରାଜା ବା ସମ୍ମାନାର୍ହି ବ୍ୟକ୍ତିଙ୍କ ସମୀପ, ସାନ୍ନିଧ୍ୟ; ହଜୁର — ୩. Royal presence or majesty.
(ଯଥା—ମୁଁ ଆଜି ରଜାଙ୍କ ଛାମୁକୁ ଯାଇଥିଲି)
- ୪. ଦେବତାଙ୍କ ସାନ୍ନିଧ୍ୟ ବା ସାମ୍ମୁଖ୍ୟ — ୪. The vicinity of a deity.
(ଯଥା—କୋଠ ଭୋଗ ଦେବତାଙ୍କ ଛାମୁରେ ବଢ଼ା ହୁଏ)
ଦେଶଜ - ବିଶେଷଣ -
ସମ୍ପାଦନା- ୧. ସମ୍ମୁଖରେ ଥିବା — ୧. Situate in front.
(ଯଥା—ଛାମୁଦାନ୍ତ)
- ୨. ଯେଉଁ ସେବକ ରାଜା ବା ଦେବତାଙ୍କ ସମ୍ମୁଖରେ ସେବା କରେ —୨. (a servant) Who renders service in the presence of a king or deity.
(ଯଥା—ଛାମୁ ଖୁଣ୍ଟିଆ; ଛାମୁ ମସାଲଚୀ)
ଦେଶଜ - ଅ
ସମ୍ପାଦନା- ୧. ଶ୍ରୀ ମହାରାଜ !; ଭୋଦେବ!; ମଣିମା!: ଶ୍ରୀହଜୁର ୧. An address to Royl Highness meaning Your Highness; Your Majesty !.
[ ଦ୍ର—ରାଜଙ୍କୁ ଆପଣ ବୋଲି ନ କହି ଛାମୁ ସମ୍ୱୋନ କରନ୍ତି ଯଥା—ଛାମୁ ! କଣ ଆଜ୍ଞା କରୁଅଛନ୍ତି?]
- ୨. (ଶିଷ୍ୟ ଗୁରୁଙ୍କୁ କିମ୍ୱା ପ୍ରଜା ରାଜଙ୍କୁ ଉତ୍ତର କରିବାରେ ପ୍ରଯୋଜ୍ୟ ଅତ୍ୟୟ) ଆଜ୍ଞା; ଅବଧାନ; ହୁଁ — ୨. (interjection used in response to a king or preceptor) Yes ! Your Highness.