ଛାତ୍ରା, ଛାତ୍ରୀସ୍ତ୍ରୀ
ସଂସ୍କୃତ - ବିଶେଷ୍ୟ - ପୁଂ. (ଛତ୍ର=ଆବରଣ ଅର୍ଥାତ ଗୁରୁଙ୍କ ଦୋଷାବରଣ +ଶୀଳର୍ଥେ. ଅ; ଯେ ଗୁରୁଙ୍କ ଦୋଷାବରଣ କରେ)
ସମ୍ପାଦନା
- ୧. ଶିକ୍ଷାର୍ଥୀ; ଶିଷ୍ୟ; ପଢୁଆ — ୧. Disciple; pupil; scholar; student.
- ୨. ମଧୁବିଶେଷ —୨. A kind of hony.
- ୩. ମଦ୍ୟବିଶେଷ —୩. A kind of wine.