ଛାତିକି ଛାତି ଦେଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଛାତିକି ଛାତି ଯୋଡି, ଛାତିକି ଛାତି ଲଗା (ଗେ) ଇଅନ୍ୟରୂପ

  • (file)
  • (file)

ଦେଶଜ - କ୍ରି. ବିଶେଷଣ - ସମ୍ପାଦନା

(ଆଲିଙ୍ଗନ କଲାବେଳେ ଦୁଇ ଜଣଙ୍କ ଛାତି ପରସ୍ପର ସଂଲଗ୍ନ ହେବାରୁ) ===

ସମ୍ପୂର୍ଣ୍ଣ ସହାୟତା ବା ସହଯୋଗ ପୂର୍ବକ (କୌଣସି କାର୍ଯ୍ୟ କରିବା) —(to do something) With the fullest co-operation.