ଛାତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଛତା—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛାଦ) ସମ୍ପାଦନା

ଚାଳ; ଘରଉପରିସ୍ଥ ଆଚ୍ଛାଦନ; କୋଠା ଉପରର ଆଚ୍ଛାଦନ —Roof; thatch.

[ଦ୍ରଷ୍ଟବ୍ୟ —ନଡ଼ିଆଦିଦ୍ୱାରା ଛୁଆଣି ହୋଇଥିବା ଘରର ଚୂନ ଗୋଡ଼ି ଆଦିଦ୍ୱାରା ଗଠିତ କୋଠର ଆଚ୍ଛାଦନକୁ ଛାତ ବୋଲାଯାଏ ଆଜିକାଲି କଡ଼ି, ବରଗା, ଟାଇଲ୍ ଓ ଗୋଡ଼ିଆଦି ନ ଦେଇ ଏକପ୍ରକାର ଖିଲଣକାମରେ ସିମେଣ୍ଟର ଛାତ ପଡ଼ୁଅଛି]

ସଂସ୍କୃତ - ବିଶେଷଣ - ପୁଂ. (ଛୋ ଧାତୁ=ଛେଦନ କରିବା+ କର୍ମ. ତ) ସମ୍ପାଦନା

୧. ଛିନ୍ନ —୧. Cut off.
୨. ଦୁର୍ବଳ —୨. Weak.
୩. କ୍ଷୀଣ —୩. Emaciated; lean.