ଛାଣ୍ଟିଛୁଣ୍ଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ବିଶେଷଣ -(ଛାଣ୍ଟିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଧ୍ୱନ୍ୟନୁକାରୀ ନିରର୍ଥକ ଛୁଣ୍ଟିବା କ୍ରିୟାର ଅସମାପିକାରୂପେ କ୍ରି. ବିଣରୂପେ ବ୍ୟବହୃତ) ସମ୍ପାଦନା

୧. ବାରଂବାର କଟାକଟି କରି — ୧. After repeated cuttings or prunings.

(ଯଥା—ଆମ ମାଳି ଗଛଟିକୁ ଛାଣ୍ଟି ଛୁଣ୍ଟି ଗୋଲ କରିଛି)

୨. ନାନାପ୍ରକାରେ ବ୍ୟୟ ସଂକୋଚ ପୂର୍ବକ — ୨. After repeated retrenchments.

(ଯଥା—ମୁଁ ବିଭାଘର ଖରଚରୁ ଛାଣ୍ଟି ଛୁଣ୍ଟି ଟ ୨୫\?\: ରଖିଲି)

୩. . ନାନାଦିଗରୁ ଅଳ୍ପ ଅଳ୍ପ କରି ଗ୍ରହଣ କରି — ୩. By taking bits from many sources.