ଛାଡ଼ିଛୁଡ଼ି ଦେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ଛାଡ଼ି ବା କ୍ରିୟାର ଅସମାପିକା ରୂର ସଙ୍ଗେ ଧ୍ୱନ୍ୟନୁକରଣ ନିରର୍ଥକ ଛାଡ଼ିବା କ୍ରିୟାର ଯୋଜନା) ସମ୍ପାଦନା

୧. ଅବ୍ୟାହିତ ଦେବା — ୧. To remit; to grant a receipt.
୨. ସମ୍ପର୍ଣ୍ଣରୂପେ ତ୍ୟାଗ କରିବା — ୨. To give up or abadon completely.