ଛାଟିପିଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷଣ - ସମ୍ପାଦନା

ଛନିଛତ୍ର; ଅସ୍ତବ୍ୟସ୍ତ; ଛିନ୍ନଭିନ୍ନ — Scattered; sonfused; pellmell.

ହଂସମାନେ ତା ଦେଖି ତୁମ୍ଭ ଡ଼େଣା ପିଟି, ପକାଇଲେ ଚାରି ଆଡ଼ରେ ଛାଟପିଟ—କୃଷ୍ଣସିଂହ. ମହାଭାରତ. ବନ

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଇତସ୍ତତଃ — Pell-mell; in a confused manner.