ଛାଟିପିଟି
ଛନିଛତ୍ର; ଅସ୍ତବ୍ୟସ୍ତ; ଛିନ୍ନଭିନ୍ନ — Scattered; sonfused; pellmell.
ହଂସମାନେ ତା ଦେଖି ତୁମ୍ଭ ଡ଼େଣା ପିଟି, ପକାଇଲେ ଚାରି ଆଡ଼ରେ ଛାଟପିଟ—କୃଷ୍ଣସିଂହ. ମହାଭାରତ. ବନ
ଇତସ୍ତତଃ — Pell-mell; in a confused manner.