ଛାଇଛାଇ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଛତରଛଉଳ ହେବା — ୧. To be scattered about
୨. (ତୁଳ. ବଙ୍ଗାଳୀ - ଛାଇ=ଭସ୍ମ)— ଛାରଖାର ହେବା; ଭସ୍ମରେ ପରିଣତ ହେବା — ୨. To be reduced to ashes; to be ruined.
୩. (ଧ୍ୱନ୍ୟନୁକରଣ) ଘୂରିବା; ଚକ୍ରାକାରରେ ଘୂର୍ଣ୍ଣିତ ହେବା — ୩. To reel; to whirl.