ଛାଇ
ଛାଇ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଛାଇ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛାୟା)
ସମ୍ପାଦନା- ୧. ଅନାତପ; ଖବର ଆଭାବ — ୧. Shade; want of sun's rays.
- ୨. ଛାୟା; ଆଲୋକ ବା ସୂର୍ଯ୍ୟ ବା ଚନ୍ଦ୍ରଙ୍କ ବିବରୀତ ଦିଗରେ ପଡ଼ିବା କୌଣସି ବସ୍ତୁର ପ୍ରତିରୂପ — ୨. Shadow.
ଦାମୟନ୍ତୀ ଚିହ୍ନିଲେ ନଳଙ୍କର ରୂପ ଶରୀରକୁ ଛାଇ ହୋଇଛି ଅନୁରୂପ କୃଷ୍ଣସିଂହ. ମହାଭାରତ. ବନ
- ୩. (ଲକ୍ଷଣାର୍ଥ) ଆଶ୍ରୟ; ବାହୁଛାୟା; ଶରଣ — ୩. Shelter.
(ଯଥା—ତା ଛାଇରେ ମୋ ଦିନ ଯାଉ)
- ୪. ପ୍ରିତିବିମ୍ୱଜଳ ବା ଦର୍ପଣରେ ଦେଖାଯାଉଥିବା କୌଣସି ବସ୍ତୁର ପ୍ରତିରୂପ —୪. Reflection of a thing on water or mirror.
- ୫. ସୂର୍ଯ୍ୟକିରଣ ପଡ଼ି ନ ଥିବା ସ୍ଥାନ — ୫. A place where the sun's rays do not fall.
- ୬. ଛୁଆଣି; ଛାଉଣୀ — ୬. Thatching; overlying.