ଛଳେଇ କରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ସ୍ପଷ୍ଟରୂପେ ପ୍ରକାଶ ନ କରି; (କୌଣସି ବିଷୟକୁ) କେବଳ ଇଙ୍ଗିତଦ୍ୱାରା (କହିବା) — (to mention) Indirectly; by insinuation or innuendos.