ଛଳାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଛଳାଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଥଟ୍ଟା କରିବା; ଉପହାସ କରିବା — ୧. To deride; to sneer.

ଏବେ ବହୁତ ପବନ ବନପ୍ରିୟ ଭ୍ରମର ବୋଲି ଛଳାଇବି— ଭଞ୍ଜ. ପ୍ରେମସୁଧାନିଧି

୨. ମନକୁ ବାଧିଲା ଭଳି କଥା କହିବା — ୨. To make sarcastic remarks.
୩. ଶ୍ଳେଷରେ କହିବା —୩. To satirise.
୪. ପ୍ରତାରିତ କରିବା —୪. To cheat.



ଛଳାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଛଳେଇବା—ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ - ସମ୍ପାଦନା

୧. (ଗଛରୁ) ଛେଲି ଛଡାଇବା — ୧. To take out bor scrape off the bark.
୨. ତାଞ୍ଚିବା; ଛେଲିବା —୨. To scrape off.