ଛଳାଇବା
ଛଳାଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା(ଛଳାଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଥଟ୍ଟା କରିବା; ଉପହାସ କରିବା — ୧. To deride; to sneer.
ଏବେ ବହୁତ ପବନ ବନପ୍ରିୟ ଭ୍ରମର ବୋଲି ଛଳାଇବି— ଭଞ୍ଜ. ପ୍ରେମସୁଧାନିଧି
- ୨. ମନକୁ ବାଧିଲା ଭଳି କଥା କହିବା — ୨. To make sarcastic remarks.
- ୩. ଶ୍ଳେଷରେ କହିବା —୩. To satirise.
- ୪. ପ୍ରତାରିତ କରିବା —୪. To cheat.
ଛଳାଇବା
ଉଚ୍ଚାରଣ
ସମ୍ପାଦନା(ଛଳେଇବା—ଅନ୍ୟରୂପ)
ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -
ସମ୍ପାଦନା- ୧. (ଗଛରୁ) ଛେଲି ଛଡାଇବା — ୧. To take out bor scrape off the bark.
- ୨. ତାଞ୍ଚିବା; ଛେଲିବା —୨. To scrape off.