ଛପାଛପି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ମୁଦ୍ରଣ — ୧. Printing.
୨. ଲୁଚାଇବା —୨. Concealment; hiding.

ଦେଶଜ - ବିଶେଷଣ - ସମ୍ପାଦନା

୧. ମୁଦ୍ରିତ —୧. Printed
୨. ଲୁକ୍କାୟିତ —୨. Concealed.

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଗୁପ୍ତଭାବରେ; ଲୁଚାଇକରି; ଗୁପ୍ଚୁପ୍; ଚୁପ୍ଚାପ୍ — Secretly.



ଛପାଛପି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଛିପଛପିକା—ଅନ୍ୟରୂପ)

ଦେଶଜ - କ୍ରି; ବିଶେଷଣ - (ଛପିବା କ୍ରୟାର ଅସମାପିକାରୂପ, କ୍ରି. ବିଶେଷଣ - ରୂପେ ବ୍ୟବହୃତ) ସମ୍ପାଦନା

ଲୁକାୟିତଭାବରେ; ଲୁଚିଲୁଚିକା; ଲୁଚିକରି; ଗୁପ୍ଚୁପ୍; ଅନ୍ୟମାନଙ୍କ ଅଜ୍ଞାତରେ —Stealthily; without the knowledge of others.

(ଯଥା—ମୁଁ ଛପିଛପି ତାଙ୍କ କଥାବାର୍ତ୍ତା ଶୁଣି ଆସିଲି)