ଛପା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଢୁଳ—ତା. ଚାପା) ସମ୍ପାଦନା

୧. ନଡ଼ିଆପତ୍ର ବା ବାଉଁଶ ପାତିଆର ଲମ୍ୱା ଆସନ — ୧. A long mat made of bamboo-scantlings or cocoanut-leaves.
୨. (ସଂସ୍କୃତ - କ୍ଷିପ ଧାତୁ, ସଂସ୍କୃତ - କ୍ଷପଣ= ନାଶ) ଲୁଚିବା, ଗୋପନ —୨. Concealment; hiding.
୩. (ସଂସ୍କୃତ - ଚପନ= ଛେଚିବା) ଛାପିବା; ମୁଦ୍ରଣ — ୩. Printing.
୪. ମୋହର; ମୁଦ୍ରା — ୪. Seal.


ଅନୁବାଦ ସମ୍ପାଦନା

୫. ମୁଦ୍ରାକାର ମୁଦ୍ରିତ ଧାତୁଖଣ୍ଡ —୫. A piece of metal stamped with letters like a coin.
୬. କୌଣସି ବସ୍ତୁ ଉପରେ ମୁଦ୍ରିତ ଚିହ୍ନ — ୬. A mark sealed on a thing.
୭. ମୁଦ୍ରିତ ଚିହ୍ନଯୁକ୍ତ କାଗଜ; ଟିକଟ —୭. A bit of paper stamped with a distinctive mark; ticket; stamp.
୮. ମୁଦ୍ରିତ ଛବି —୮. Printed picture.
୯. ଫଟୋ; ଛାୟାଚିତ୍ର, ଫଟୋଗ୍ରାଫ୍ ଯନ୍ତ୍ରଦ୍ୱାରା ଉତ୍ପାଦିତ ଛବି — ୯. Photo.

ଦେଶଜ - ବିଶେଷଣ - ସମ୍ପାଦନା

୧. ମୁଦ୍ରିତ —୧. Printed.

(ଯଥା—ଛପା ବହି, ଛପା କାଗଜ)

୨. ଗୁପ୍ତ; ଲୁକ୍କାୟିତ — ୨. Concealed; hidden.

(ଯଥା—ଜନାକାରୀ, ମଣିଷାମାରୁ ବହୁକାଳ ଯାଏ ଛପା ରହେ ନାହିଁ)

ଯେତେକ ଯାହା କର ଯେତେ ଘୋଡ଼ାଇ, ନ ରହେ କିଛି ଛପା ବିଧାତା ଠାଇଁ ଭିକାରୀଚରଣ. ଗୀତଲହରୀ

୩. ଅଜ୍ଞାତ —୩. Unknown.

ମୋତେ କିଛି ନାହିଁ ଛପା ସାରା ଉତ୍କଳରେ—ଭିକାରୀଚରଣ. କଟକବିଜୟ

୪. ସାଧାରଣରେ ଅପ୍ରକାଶିତ —୪. Unpublished.