ଛନ୍ଦାଛନ୍ଦି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଅନ୍ୟୋଽନ୍ୟ ବନ୍ଧନ — ୧. Mutual tie or bond.
[ଦ୍ରଷ୍ଟବ୍ୟ: ତରୂ ବ୍ରତତୀର ପ୍ରେମେ ବନ୍ଧାବନ୍ଧି ଛନ୍ଦାଛନ୍ଦି ଘେନାଘେନି — ରାଧାନାଥ, ଯଯାତିକେଶରୀ ]
୨. ଅନ୍ୟୋଽନ୍ୟ ସମ୍ୱନ୍ଧ —୨. Mutual connection.
୩. ବହୁପଦ୍ୟରଚନା —୩. Composing of many poems.
୪. ଗୁଡେଇ ତୁଡେଇ ବାନ୍ଧିବା — ୪. Binding together.
୫. କୁଣ୍ଢିଆକୁଣ୍ଢେଇ —୫. Mutual embrace.

ଦେଶଜ - ବିଶେଷଣ -

ସମ୍ପାଦନା
୧. ଅନ୍ୟୋଽନ୍ୟରେ ବନ୍ଧାବନ୍ଧ — ୧. Mutually tied up or bound; tied to each other.
[ଦ୍ରଷ୍ଟବ୍ୟ:ବାଳକ ପ୍ରାୟେ ହୋଇ କାନ୍ଦି ଏକ ଥରକେ ଛନ୍ଦାଛନ୍ଦି — ଜଗନ୍ନାଥ, ଭାଗବତ ]
୨. ବିବାହ ବନ୍ଧନରେ ଆବଦ୍ଧ — ୨. Tied together by the tie of marriage.