ଛନ୍ଦନ
ଛନ୍ଦି ହୋଇଥିବା — Confused; entwined.
ଲମ୍ୱିଛି ସୁମନ ମାଳ ଛନ୍ଦନ ଅହି ତମାଳ ଦଳେ କାତି. ଛାଡିବା ଶୋଭନ ହେ ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି