ଛନ୍ଦଣି ଦଉଡି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଗଞାମ) ବିଶେଷ୍ୟ - ସମ୍ପାଦନା

ସୂତାରେ ବଳା ଯାଇଥିବା ନୂଆ ଦଉଡି (ଏଥିରେ ଆର୍ଦ୍ଦା ଅମାବାସ୍ୟା ଦିନ

ଘରର ସ୍ତ୍ରୀଲୋକେ ପିଲାଙ୍କୁ ବାନ୍ଧି ତାଙ୍କ ପିଠିରେ ବଜ୍ରମୂଳୀ ଓ ଅପାମାର୍ଗ ଡାଳ ବାଡେଇ କହନ୍ତି 'ବଜ୍ର ହୋ') — A new rope made of thread