ଛନ୍ଦଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧ : ଗାଈ ବାଛୁରୀଙ୍କୁ ବାନ୍ଧିବା ଦଉଡି — ୧. A string to tie the legs of cows and calves to a peg or to each other.

(ଛାନ୍ଦ ଦଉଡା, ଛାନ୍ଦ ଦଉଡି—ଅନ୍ୟରୂପ)

କେଉଁ ଧେନୁ ଚରଣେ ଛନ୍ଦନ୍ତି ଛନ୍ଦଣି ଦୀନକୃଷ୍ଣ. ରସକଲ୍ଲୋଳ

୨ : ବନ୍ଧନ; ବନ୍ଧାହେବା —୨. Being tied.

କଚଟୀ ବାହୁଟି ହେମ ସୂତ୍ରେ ଛନ୍ଦଣି କଟୀ ତଟେ ପୀତାମ୍ୱର ସୁମଣି ଶ୍ରେଣୀ ବିଶ୍ୱନାଥ. ବିଚିତ୍ର ରାମାୟଣ