ଛନ୍ଦଣି
ଛନ୍ଦଣି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା୧ : ଗାଈ ବାଛୁରୀଙ୍କୁ ବାନ୍ଧିବା ଦଉଡି — ୧. A string to tie the legs of cows and calves to a peg or to each other.
(ଛାନ୍ଦ ଦଉଡା, ଛାନ୍ଦ ଦଉଡି—ଅନ୍ୟରୂପ)
କେଉଁ ଧେନୁ ଚରଣେ ଛନ୍ଦନ୍ତି ଛନ୍ଦଣି ଦୀନକୃଷ୍ଣ. ରସକଲ୍ଲୋଳ
୨ : ବନ୍ଧନ; ବନ୍ଧାହେବା —୨. Being tied.
କଚଟୀ ବାହୁଟି ହେମ ସୂତ୍ରେ ଛନ୍ଦଣି କଟୀ ତଟେ ପୀତାମ୍ୱର ସୁମଣି ଶ୍ରେଣୀ ବିଶ୍ୱନାଥ. ବିଚିତ୍ର ରାମାୟଣ