ଛନ୍ଦକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଛନ୍ଦ୍ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅକ) ସମ୍ପାଦନା

୧ : ରକ୍ଷକ —୧. Protector.

୨ : ବାସୁଦେବ; ଶ୍ରୀକୃଷ୍ଣ — ୨. A name of Srīkṛushṇa.

୩ : ବୁଦ୍ଧଦେବଙ୍କ ସାରଥି — ୩. Name of the charioteer of Buddha.

ସଂସ୍କୃତ - ବିଶେଷଣ - ସମ୍ପାଦନା

ଛଳୀ; କପଟୀ (ହିନ୍ଦୀ - ଶବ୍ଦସାଗର) — Deceitful.

ସଂସ୍କୃତ - ବିଶେଷଣ - ସମ୍ପାଦନା

ଛଳୀଚ କପଟୀ (ହିନ୍ଦୀ - ଶବ୍ଦସାଗର) — Deceitful.