ଛନଛନ
ଛନଛନ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (ସଂସ୍କୃତ - ଚମତ୍କୃତ)
ସମ୍ପାଦନା- ୧. ଭୀତ — ୧. Frightened.
୨ : ଭୟରେ ଅସ୍ଥିର — ୨. Restless through fear, agitated.
ଶଲ୍ୟ କାଣ୍ଡରେ ପୀଡା ପାଇ ପାଣ୍ଡୁ ସୈନ୍ୟ ପଳାଇବାକୁ ମନ କରି ଛନଛନ—କୃଷ୍ଣସିଂହ. ମହାଭାରତ. ଶଲ୍ୟ
୩ : ଉଚ୍ଛନ୍ନ; ଅସ୍ଥିର —୩. Restless.
ଛନଛନ ମନ ବାତୁଳ ବଚନ ନିରେଖି ଚାହେଁ ଦଶଦିଶ— ପ୍ରାଚୀ. ଶିଶୁଶଙ୍କର. ଉଷାଭିଳାଷ
୪ : ଏଣେ ତେଣେ ଅସ୍ଥିରଭାବରେ ଚାହିଁବା — ୪. Glancing restlessly; casting momentary glances.
ଛନଛନ ହୋଇ ଦୁଆର ଏଣିତେଣି—କୃଷ୍ଣସିଂହ. ମହାଭାରତ. ବନ