ଛନଛତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଛନିଛତ୍ର—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ଛିନ୍ନଛତ୍ର) ସମ୍ପାଦନା

୧ : ଅସ୍ତବ୍ୟସ୍ତ; ଛିନ୍ନବିଚ୍ଛିନ୍ନ; ଛତ୍ରଭଙ୍ଗ ଦେଇ ପଳାୟିତ —୧. Routed; completely disorganised.

୨ : ଉତ୍ସନ୍ନ; ବିନଷ୍ଟ; ବିଧ୍ୱସ୍ତ — ୨. Ruined.