ଛଦ୍ରମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଛଦ୍ମ) ସମ୍ପାଦନା

ଛନ୍ଦ; ଛଳ; ବ୍ୟାଦ କପଟ; ବାହାନା — Disguise; trick; hypocricy; feigning.

ମାୟାମନୁଷ୍ୟରୂପେ ହରି, ଛଦ୍ରମେ ଗୃହବାସ କରି— ଜଗନ୍ନାଥ. ଭାଗବତ