ଛଦ୍ମବେଶୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଛଦ୍ମବେଶିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଛଦ୍ମବେଶ+ଅଛି ଯାହାର ଏହି ଅର୍ଥରେ ଇନ୍; ୧ମା. ୧ବ) ସମ୍ପାଦନା

ଯେ ଅନ୍ୟକୁ ପ୍ରତାରଣା କରିବା ପାଇଁ କପଟବେଶ ଧାରଣ କରିଥାଏ; କାପଟିକ —Masked; incognito; appearing in disguise.