ଛଦ୍ମବେଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧ : କପଟ ବେଶ; ପରକୁ ପ୍ରତାରଣା କରିବାପାଇଁ ଧାରଣ କରାଯିବା ଅନ୍ୟ ବେଶ — A mask; a disguise.

୨ : (ଲକ୍ଷଣାର୍ଥ)—୨ ନିଜେ ପ୍ରକୃତରେ ଯେପରି ତାହା ଗୋପନ କରି ଲୋକଙ୍କ ନିକଟରେ ଅନ୍ୟ ଭାବରେ ପରିଚିତ ହେବା ନିମିତ୍ତ ଯେଉଁ ଆଚରଣ ବା ଅନୁଷ୍ଠାନ କରାଯାଏ —୨. (figurative) Hypocricy; hypocritical conduct or act.