ଛଦ୍ମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଛଦ୍ ଧାତୁ+କରଣେ ମନ୍; ୧ମା. ୧ବ) ସମ୍ପାଦନା

୧. ଛନ୍ଦ —୧. Trick.

୨ : କପଟ —୨. Pretence.

୩ : ବ୍ୟାଜ —୩. Hypocricy; disguise; sham.

୪ : ଗୋପନ —୪. Concealment.