ଛଦି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଛଦିଃ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଛଦ୍ ଧାତୁ+କରଣ ଇ) ସମ୍ପାଦନା

୧ : ଘରର ଛାତ; ଚାଳ; — The roof of a house; thatch.

ଛଦି ଅତିନାଦି ଅସଂଖ୍ୟ ଦର୍ଶକ ବୃନ୍ଦେ ଶୋଭିତ ରାଧାନାଥ. ଉଷା

୨ : (+ଭାବ. ଇ) ଆଚ୍ଛାଦନ —Covering.