ଛତ୍ର ଧରାଇବା
ଛତ୍ର ଧରାଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଛତ୍ର ଧରାଇବା
|
ଦେଶଜ - କ୍ରି.
ସମ୍ପାଦନା- ୧. ଛତା ଧରାଇବା — ୧. To have an umbrella held over one's head by another.
- ୨. ନିଜକୁ ଶ୍ରେଷ୍ଠ ବ୍ୟକ୍ତି ରୂପେ ପ୍ରଖ୍ୟାତ କରାଇବା — ୨. To cause one's self to be highly reckoned.
ତାହା ଘେନାଘେନି ଘେନି ଭାଗ୍ୟବନ୍ତ ପଣେ ମୁଁ ଧରାଇବି ଭଞ୍ଜ. ପ୍ରେମସୁଧାନିଧି
- ୩. ରାଜ୍ୟାଭିଷିକ୍ତ ହେବା —୩. To be installed in throne.
ବିସ୍ତ ଧରାଇବ ଛତ୍ର କେଉ ଦିନ ଜାଣ ପ୍ରାଚୀ. ଗୁରୁଭକ୍ତିଗୀତ
(ଛତ୍ର ଧରେଇବା—ଅନ୍ୟରୂପ)