ଛତ୍ରିକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଛତ୍ର+କ+ସ୍ତ୍ରୀ. ଆ) ସମ୍ପାଦନା

୧. ଶିଳୀନ୍ଧ୍ର; ଛତୁ —୧. Mushroom.
୨. ଛୋଟ ଛତା —୨. Small parasol.
୩. ଛତା —୪. Parasol; umbrella.
୪. ମିଶ୍ରି —୪. Candided sugar. (M.W.).