ଛତ୍ରି
ଛତ୍ରି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଛତ୍ର)
ସମ୍ପାଦନା- ୧. ଦେବତା ଓ ରାଜାମାନଙ୍କ ଉପରେ ଧରାଯିବା ବଡ଼ ଛତା —୧. A big umbrella held over kings and Deities.
- ୨. ଚକ୍ରବର୍ତ୍ତି ରାଜା —୨. A sovereign; emperor.
- ୩. ବୀର ପୁରୁଷ —୩. A warrior.
ଏତ ଛତ୍ରିଙ୍କ ଉପରେ ଚୋଖ ପ୍ରାଚୀ. ରହସ୍ୟସଞ୍ଜରୀ
- ୪. (ସଂସ୍କୃତ - କ୍ଷତ୍ରିୟ)—କ୍ଷତ୍ରିୟ —୪. A Kshatriya or man of the warrior class amongst the Hindus.
ପୁଣି ପରଶୁରାମ ରୂପେ ଛତ୍ରି ନାଶିଲୁ ମହାକୋପେ ଭୂପତି, ପ୍ରେମପଞ୍ଚାମୃତ ଛତ୍ରି ଉତ୍ତମ ଶିରୋମଣି କମଳଲୋଚନ. ଚଉଚିଶା
- ୫. ରାଜପୁତ ଜାତି —୫. The Rajput caste.